ଖଣ୍ଡଗିରି ଥାନା ପୋଲିସ ଦୁଇ ନାବାଳକଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ନାବାଳକଙ୍କ ମଧ୍ୟରୁ ଜଣେ ଯୁକ୍ତ-୨ ଛାତ୍ର ଏବଂ ଅନ୍ୟ ଜଣେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ରିପୋର୍ଟ-ସତ୍ୟଜିତ୍ ରାଉତ୍