Surprise Me!

ମନୋବଳ ପାଖରେ ହାରିଛି ବୟସ..70 ବର୍ଷରେ ଏକା ଏକା ବାଇକରେ ବୁଲୁଛନ୍ତି ସାରା ଭାରତ

2026-07-02 41 Dailymotion

ତପନଙ୍କ ଏହି ସଫଳ ଯାତ୍ରା କେବଳ ଏକ ଭ୍ରମଣ କାହାଣୀ ନୁହେଁ, ବରଂ ଅତିକ୍ରାନ୍ତ ବୟସ ପାଇଁ ଏକ ପ୍ରେରଣା, ଅବସର ପରବର୍ତ୍ତୀ ଜୀବନ ପାଇଁ ଏକ ଉତ୍ସାହ ।
ରିପୋର୍ଟ-ବିକାଶ କୁମାର ଦାସ