Surprise Me!

ସେଲ୍ଫି ନିଶା ହେଲା କାଳ: ମହାନଦୀରେ ଭାସିଗଲେ 3 ଯୁବକ, 2 ଜଣ ଉଦ୍ଧାର

2026-07-05 5 Dailymotion

ନଦୀ ଭିତରକୁ ଯାଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ହଠାତ ସ୍ରୋତ ମାଡିଆସିବାରୁ ଭାସିଗଲେ 3 ଯୁବକ । ଉଦ୍ଧାରକାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗର 3ଟି ଟିମ୍ । ରିପୋର୍ଟ- ନାରାୟଣ ସାହୁ