ପ୍ରାକୃତିକ ସମ୍ପଦରେ ଭରପୂର ଥିଲେ ମଧ୍ୟ ନିଯୁକ୍ତ ଅଭାବ, ଜୀବିକା ସଙ୍କଟ କାରଣରୁ ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ଦାଦନ ସମସ୍ୟା ଏକ ଜଟିଳ ସାମାଜିକ ସମସ୍ୟା ହୋଇଛି । ରିପୋର୍ଟ: ସଞ୍ଜୀବ ରାୟ