Surprise Me!

ଦୁଇବର୍ଷ ହେଲା ଚାଲିଛି ରାସ୍ତାକାମ; ଜମିକୁ ଯିବା ପାଇଁ ବାଟ ନାହିଁ, ଘଣ୍ଟ ବାଡେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ଯୁବଚାଷୀ

2026-07-06 1 Dailymotion

ସମସ୍ୟାର ସମାଧାନ ନ ହେବାରୁ ଶୋଇ ରହିଥିବା ପ୍ରଶାସନର ନିଦ ଭାଙ୍ଗିବାକୁ ଯୁବଚାଷୀ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି ।
ରିପୋର୍ଟ-ରାଧାକାନ୍ତ ମହାନ୍ତି