Surprise Me!

ଜଗନ୍ନାଥ ଦର୍ଶନ ସାରି ଗାଡ଼ିରେ ଫେରୁଥିଲେ 19 ଯାତ୍ରୀ, ବାଲେଶ୍ବରରେ ଟ୍ରକ ସହ ଧକ୍କାରେ 12 ଗୁରୁତର

2026-07-08 1 Dailymotion

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥ କୁଣ୍ଡପୁର ଛକରେ ଏକ ଟ୍ରକକୁ ଟ୍ରାଭେରା ଗାଡ଼ି ଧକ୍କା ଦେବାରୁ 12 ଗୁରୁତର ଆହତ ହୋଇଛନ୍ତି । ରିପୋର୍ଟ: ଜୀବନ ଜ୍ୟୋତି ନାୟକ