ଭାଇଚାରା ସହରରେ ସଂପର୍କ ଯୋଡୁଛି ମଙ୍ଗଳାବାଗ ଥାନା; ସନ୍ଧ୍ୟା ହେଲେ ବଢୁଛି ଲୋକଙ୍କ ମେଳି, ସଦଭାବ ବାଣ୍ଟି ଉଦାହରଣ ସାଜିଛନ୍ତି କର୍ମଚାରୀ
2026-07-09 103 Dailymotion
ପୋଲିସ ବିଭାଗ ପ୍ରତି ଥିବା ନକାରାତ୍ମକ ମନୋଭାବକୁ ଦୂରେଇବା ପାଇଁ କଟକ ମଙ୍ଗଳାବାଗ ଥାନା ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ ।
ରିପୋର୍ଟ - ନାରାୟଣ ସାହୁ