ମହାପ୍ରଭୁଙ୍କ ସ୍ୱାଗତ ପାଇଁ ସୁସଜ୍ଜିତ ହେଉଛି ବଡଦାଣ୍ଡ । ଘୋଷଯାତ୍ରା ପୂର୍ବରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି କାର୍ଯ୍ୟ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର