Surprise Me!

ଅନବସରରେ ମହାପ୍ରଭୁ ଜଗନ୍ନାଥ: ମାମୁ ଘର ନିଆଳି ମାଧବାନନ୍ଦ ଜୀଉ ପୀଠରୁ ଶ୍ରୀମନ୍ଦିର ଗଲା ଅଣସର ଭାର

2026-07-10 21 Dailymotion

ଜ୍ବରରେ ପୀଡିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ମାତୁଳାଳୟ ପ୍ରାଚୀ ନଦୀ ତଟରେ ଥିବା ମାଧବାନନ୍ଦ ଜୀଉଙ୍କ ପୀଠରୁ ପାରମ୍ପାରିକ ରୀତିନୀତି ଅନୁଯାୟୀ 'ଅଣସର ଭାର' ପଠାଯାଇଛି । ରିପୋର୍ଟ: ଉମେଶ ଚନ୍ଦ୍ର ମଲ୍ଲିକ