ଜନଗଣନା 2027 କାର୍ଯ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହରେ ସରିବା ପରେ ହିଁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ରିପୋର୍ଟ: ଭବାନୀ ଶଙ୍କର ଦାସ