Surprise Me!

'ଗଣ୍ଡ ଭୈରବ' ପାଇଁ 90 କିଲୋ ଓଜନ ବଢାଇଥିଲେ ଦେବାଶିଷ, ଶିବାନୀଙ୍କ ବି ନୂଆ ଅବତାର, ଟ୍ରେଲର ରିଲିଜ

2026-07-10 2 Dailymotion

'ଗଣ୍ଡ ଭୈରବ' ସହ ନୂଆ ଅବତାରରେ ପରଦାକୁ ଆସୁଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ଦେବାଶିଷ ପାତ୍ର ଓ ଶିବାନୀ ସଙ୍ଗୀତା । ଟ୍ରେଲର ରିଲିଜ । ଏହି ଦିନ ପରଦାକୁ ଆସିବ ଫିଲ୍ମ ।