Surprise Me!

ସ୍ୱାଭିମାନ ଶିକ୍ଷକଙ୍କ କାହାଣୀକୁ ନେଇ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଗୁରୁଜୀ ନମସ୍କାର'

2026-07-12 6 Dailymotion

ସିନେମା ଘରେ ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଗୁରୁଜୀ ନମସ୍କାର' । ସରକାରୀ ବିଦ୍ୟାଳୟରେ ବିଶୃଙ୍ଖଳା ଓ ଦୁର୍ନୀତି କଥା ଆଧାରରେ ନିର୍ମିତ ହୋଇଛି ଏହି ଫିଲ୍ମ । ରିପୋର୍ଟ: ଦେବସ୍ମିତା ରାଉତ