Surprise Me!

ପକ୍ଷୀଙ୍କ କାକଳିରେ ପୂରି ଉଠୁଛି ଭିତରକନିକା... ମୌସୁମୀର ଆଗମନ ସହ ପକ୍ଷୀ ବିହାରରେ ଏବେ ଭଳିକିଭଳି ଦେଶୀୟ ପକ୍ଷୀ

2026-07-13 2 Dailymotion

ଭିତରକନିକାର ହେନ୍ତାଳ ବଣ, ପ୍ରାକୃତିକ ପରିବେଶ, ନଦୀ ଓ ପ୍ରଚୁର ପୌଷ୍ଟିକ ଆହରର ଉପଲବ୍ଧତା ଯୋଗୁଁ ବଂଶ ବିସ୍ତାର କରିବା ପାଇଁ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି। ରିପୋର୍ଟ: ରାଧାକାନ୍ତ ମହାନ୍ତି