Surprise Me!

ଓଡ଼ିଶାର କଳା ସଂସ୍କୃତିକୁ ଆଗକୁ ନେବା ଲକ୍ଷ୍ୟରେ ଯୁବ କାରିଗର ସୁମିତ, ୨୦ ବର୍ଷ ବୟସରେ ତିଆରି କଲେଣି ୮୪ଟି ରଥ

2026-07-13 193 Dailymotion

ଭୁବନେଶ୍ବର ପାତ୍ରପଡ଼ାର ଯୁବ କାରିଗର ସୁମିତ କୁମାର ଦାସ, ବାହାର ରାଜ୍ଯ ପାଇଁ ରଥ ନିର୍ମାଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସ୍ପେଶାଲ ରିପୋର୍ଟ: ବିକାଶ କୁମାର ଦାସ