Surprise Me!

26 ବର୍ଷ ଧରି କାଳିଆ ସେବାରେ ଖୋରଧା ଭୋଇ ପରିବାର, ତିନି ଠାକୁରଙ୍କ ରଥରେ ଲଗାନ୍ତି ସୋଲ ଫୁଲ

2026-07-13 45 Dailymotion

କାର୍ତ୍ତିକ ମାସରୁ ସଂଗ୍ରହ ହୁଏ ସୋଲ । ଅକ୍ଷୟ ତୃତୀୟାରେ ପୁରୀରେ ରଥକାମ ଆରମ୍ଭଦିନଠାରୁ ଖୋରଧା ଗୁରୁଜଙ୍ଗର ଭୋଇ ପରିବାର ସୋଲରୁ କଦମ୍ବ ଏବଂ ସେବତୀ ଫୁଲ ତିଆରି ଅନୁକୂଳ କରନ୍ତି।ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା