Surprise Me!

ଚକ୍‌ଖଡ଼ିରେ ଫିଫା ବିଶ୍ୱକପ୍‌! ଅଭିନବ କଳାକୃତି ସୃଷ୍ଟି କରି ଚର୍ଚ୍ଚାରେ ବ୍ରହ୍ମପୁରର ଯୁବ ଇଂଜିନିୟର

2026-07-14 0 Dailymotion

ଚକ୍‌ଖଡ଼ି ଉପରେ ବ୍ରହ୍ମପୁରର ଯୁବ ଇଂଜିନିୟର ପ୍ରସ୍ତୁତ କରିଛନ୍ତି ଫିଫା ବିଶ୍ୱକପର ସୁନ୍ଦର କଳାକୃତି। ମାତ୍ର ୧ ସେଣ୍ଟିମିଟର ଉଚ୍ଚତାରେ ତିଆରି କରିଛନ୍ତି ବିଶ୍ୱକପ୍ ଟ୍ରଫି। ସ୍ୱତନ୍ତ୍ର ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ