Surprise Me!

ଓଡ଼ିଶାରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, 78ଜଣ ସମ୍ମାନିତ

2026-07-15 5 Dailymotion

ଓଲିଉଡ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ । ରାଜ୍ୟ ଓ ରାଜ୍ୟ ବାହାରୁ 78 ଜଣ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କୁ ସମ୍ମାନିତ କରାଯାଇଛି ।