ଶରଧାବାଲିରେ ଲାଗିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ । 'ଜୟ ଜଗନ୍ନାଥ', 'ହରିବୋଲ' ଓ ହୁଳହୁଳିର ଧ୍ୱନିରେ ଭକ୍ତିମୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ।