ଅଘଟଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଆର୍ଥିକ ସହାୟତା ଓ ଆହତଙ୍କୁ ଟ୍ବିନ ସିଟିରେ ଚିକିତ୍ସା ସହାୟତା ଦେବାକୁ ଦାବି କରିଛି ବିଜେଡି । ରିପୋର୍ଟ- ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ