ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ଗଣ୍ଡଭୈରବ' । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅଭଡା ବୋଝେୟାର ଜୀବନ କାହାଣୀ ଦେଖିଲେ ଦର୍ଶକ ।