Surprise Me!

ଲୋୟର ସୁକତେଲରେ ବଢୁଛି ଜଳସ୍ତର : ସେପଟେ ଜିଦରେ ବିସ୍ଥାପିତ; ବୁଡ଼ିବୁ ପଛେ ଭିଟାମାଟି ଛାଡ଼ିବୁନି !

2026-07-18 75 Dailymotion

ସମ୍ପୂର୍ଣ୍ଣ କ୍ଷମତାରେ ଡ୍ୟାମରେ ଜଳଧାରଣ ପାଇଁ ପ୍ରସ୍ତୁତି; ଗୋଟେ ପଟେ ୩ଟି ବୁଡ଼ି ଅଞ୍ଚଳର ୧୮୮ ପରିବାରଙ୍କ ଗାଁ ଛାଡ଼ିବାକୁ ଅସ୍ୱୀକାର, ସେପଟେ ପ୍ରଶାସନର ଅନ୍ତିମ ନୋଟିସ। ରିପୋର୍ଟ - ଶେଖ୍ ମହମ୍ମଦ ୱାହିଦ