Surprise Me!

ରଥଯାତ୍ରାରେ ପୋଲିସର ଆଣ୍ଟି-ସ୍ନାଚିଂ ଅଭିଯାନ: ୪ ଦିନରେ ୧୪୩ ସ୍ନାଚର ଗିରଫ୍, ୨୫୦ରୁ ଅଧିକ ଚୋରି ମୋବାଇଲ ଜବତ

2026-07-20 5 Dailymotion

ନକଲି ପାସ୍ ବ୍ୟବହାରକାରୀଙ୍କ ବିରୋଧରେ ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ । ଭିଡ଼ର ସୁଯୋଗ ନେଇ ଲୁଟ୍ କରୁଥିବା ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ପଦକ୍ଷେପ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର