Surprise Me!

Low Pressure: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ହେବ, ବାହୁଡ଼ାରେ ପୁଣି ଭିଜିବ ପୁରୀ !

2026-07-20 52 Dailymotion

ବାହୁଡ଼ା ଯାତ୍ରା ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ପୂର୍ବାନୁମାନ କରିଛି । ରିପୋର୍ଟ: ଦେବସ୍ମିତା ରାଉତ ।