Surprise Me!

ଝାରସୁଗୁଡାରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ସପିଙ୍ଗ ମଲ୍ ଓ ଗହଣା ଦୋକାନ

2026-07-22 0 Dailymotion

ଝାରସୁଗୁଡ଼ା ସହରାଞ୍ଚଳର ସରବାହାଲଠାରେ ଥିବା ଭି ମାର୍ଟ ଓ ଶଙ୍କର ଜୁଏଲରି ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା ।