Surprise Me!

ବିରୋଧୀଙ୍କୁ ବିଜେପିର ଟାର୍ଗେଟ୍; 'ଦଳକୁ ବିରୋଧ କର ସହିବୁ, ହେଲେ ଦେଶକୁ ବିରୋଧ କଲେ କଡ଼ା ଜବାବ ଦେବୁ'

2026-07-24 1 Dailymotion

ବାଲେଶ୍ବରରେ ବିଜେପି ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ରିପୋର୍ଟ-ଜୀବନ ଜ୍ୟୋତି ନାୟକ