Surprise Me!

ରେଢ଼ାଖୋଲ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିକରି ହତ୍ୟା, ଅଭିଯୁକ୍ତ ଫେରାର, ହତ୍ୟାର କାରଣ ଅସ୍ପଷ୍ଟ

2026-07-24 0 Dailymotion

ରେଢ଼ାଖୋଲ ଥାନା ହିନ୍ତେରେଇ ଗ୍ରାମରେ ଜଣେ ଯୁବକଙ୍କୁ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଛି l ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି । ରିପୋର୍ଟ: ବାଦଶାହ ଜୁସ୍ମନ ରଣା