Surprise Me!

ଭୁବନେଶ୍ୱର ଉପକଣ୍ଠରେ ବଡ଼ ଦୁର୍ଘଟଣା; ସ୍କୁଟିକୁ ଧକ୍କା ଦେଲା ହାଇୱା, ବାପା-ଝିଅ ମୃତ, ଲୋକଙ୍କ ରାସ୍ତା ଅବରୋଧ

2026-07-25 3 Dailymotion

୧୬ନଂ ଜାତୀୟ ରାଜପଥର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ାରେ ଏକ ସ୍କୁଟିକୁ ଦ୍ରୁତଗାମୀ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ବାପା-ଝିଅଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ: ସତ୍ୟଜିତ ରାଉତ