Surprise Me!

ବଲାଙ୍ଗୀରରେ ପ୍ରବଳ ବର୍ଷା; ଲୋୟର ସୁକତେଲ୍ ଡ୍ୟାମର ଖୋଲିଲା ତିନୋଟି ଗେଟ

2026-07-26 2 Dailymotion

ବଲାଙ୍ଗୀର ଜିଲ୍ଲାରେ ଗତ କାଲି ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ସବୁ ନଦୀ ନାଳରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
ରିପୋର୍ଟ-ଶେଖ ମହମ୍ମଦ ୱାହିଦ