୭ଟି ସଙ୍ଗୀନ ମାମଲାର ଅଭିଯୁକ୍ତ ଅଙ୍କିତ ଘୋଷ । ପୋଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ ପରେ ପାଲଟା ଜବାବ ଦେଲା ପୋଲିସ । ରିପୋର୍ଟ: ଗୁରୁଚରଣ ବାଘ