ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ ଘଟିଛି । ଭଟଲି ବିଧାନସଭା ଆସନରୁ 3 ଥର ବିଧାୟକ ନିର୍ବାଚିତ ହୋଇଥିଲେ ସୁଶାନ୍ତ ସିଂହ ।