Surprise Me!

'ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬' ତାଜ୍ ପିନ୍ଧିଲେ ଓଡ଼ିଶା ଝିଅ ପ୍ରସୁଚି ପଣ୍ଡା, କହିଲେ 'ଭାରତକୁ ପ୍ରତିନିଧିତ୍ୱ କରିବା ଏକ ମହାନ ଦାୟିତ୍ୱ'

2026-07-27 191 Dailymotion

ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ଝିଅ ପ୍ରସୁଚି ପଣ୍ଡା । ପିନ୍ଧିଲେ ମିସ୍ ଟିନ୍ ୟୁନିଭର୍ସ-2026 ବିଜୟୀ ମୁକୁଟ । ସାଜିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ।
ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ