ଅନ୍ତର୍ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ଝିଅ ପ୍ରସୁଚି ପଣ୍ଡା । ପିନ୍ଧିଲେ ମିସ୍ ଟିନ୍ ୟୁନିଭର୍ସ-2026 ବିଜୟୀ ମୁକୁଟ ।କହିଲେ 'ଭାରତକୁ ପ୍ରତିନିଧିତ୍ୱ କରିବା ଏକ ମହାନ ଦାୟିତ୍ୱ' ।ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ