କାନ୍ଧରେ ନିଜ ପତ୍ନୀଙ୍କ ମୃତଦେହ ବୋହି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପୁଣି ଚର୍ଚ୍ଚାରେ ଦାନ ମାଝୀ । ସେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ହେଲେ କାହିଁକି ? ଜାଣନ୍ତୁ,