ପରିବେଶ ବିଜ୍ଞାନୀରୁ ସଫଳ ଜୈବିକ ଚାଷୀ। ଗୋପାଳନ, ମତ୍ସ୍ୟଚାଷ, ବହୁବିଧ ଫସଲ, ବାୟୋଗ୍ୟାସ ଓ ଏଗ୍ରୋ-ଇକୋ ଟୁରିଜିମ୍କୁ ଏକାଠି କରି ସୃଷ୍ଟି କରିଛନ୍ତି ଆତ୍ମନିର୍ଭର କୃଷିର ନୂଆ ଦିଗ। ରିପୋର୍ଟ: ବାଦଶାହ ଜୁସ୍ମନ ରଣା