Surprise Me!

ବ୍ରହ୍ମପୁର ଏମକେସିଜି ପିଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ: କର୍ତ୍ତୃପକ୍ଷ କହିଲେ ଆହୁରୀ କଡ଼ାକଡ଼ି ହେବ ଯାଞ୍ଚ ବ୍ୟବସ୍ଥା

2026-07-30 6 Dailymotion

ଏମକେସିଜି ମେଡିକାଲ କଲେଜରେ ଅଧ୍ୟୟନରତ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି । ରିପୋର୍ଟ-ସମୀର ଆଚାର୍ଯ୍ୟ