ପୁରୀ ଜିଲ୍ଲାରେ ଦୁଇ ନଦୀ ଟପିଲେ ବିପଦ ସଂକେତ । ଅସ୍ତରଙ୍ଗ ଓ କାକଟପୁରର ଅଧିକାଂଶ ତଳିଆ ଅଞ୍ଚଳ ଜଳମଗ୍ନ ପରେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ରିପୋର୍ଟ ବୀରଞ୍ଜନ ମଲ୍ଲିକ