ଅଗଷ୍ଟ ୪ରେ ଭୁବନେଶ୍ୱରରୁ ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍ରେ ଆସିବେ ମହାମହିମ । ଏଠାରୁ ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି । ରିପୋର୍ଟ-ସମୀର ଆଚାର୍ଯ୍ୟ