Surprise Me!

ଆକାଶମାର୍ଗରୁ 5 ଜିଲ୍ଲାର ବନ୍ୟାଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, 14 ଜିଲ୍ଲାରେ ବନ୍ୟା, 8 ଲକ୍ଷ ଲୋକ ପ୍ରଭାବିତ

2026-08-01 3 Dailymotion

ଚଳିତ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ, 2.69 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। 14 ଜିଲ୍ଲାର 181 ଗାଁ ଏବେବି ଜଳବନ୍ଦୀ ରହିଛି। ରିପୋର୍ଟ-ଭବାନୀ ଶଙ୍କର ଦାସ