Surprise Me!

ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ ଆରମ୍ଭ; ଶପଥ ପାଠ କରାଇଲେ ରାଜ୍ୟପାଳ

2026-08-02 2 Dailymotion

ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ନିଶାକୁ ନା ଜୀବନ ଓ ପ୍ରଗତିକୁ ହଁ । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ