Surprise Me!

ଯୁବକଙ୍କୁ ଘରୁ ଡାକିନେଇ ମଦ ପିଆଇ ମାରିଦେଲେ ସାଙ୍ଗ ! ପୋଲିସର ତଦନ୍ତ ଆରମ୍ଭ

2026-08-05 1 Dailymotion

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ! ଜଣେ ଯୁବକଙ୍କୁ ମଦ ପିଇବାକୁ ଡାକି ନେଇ ମାରି ଦେଇ ଦୁର୍ଘଟଣା ରୂପ ଦିଆଯାଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ରିପୋର୍ଟ- ରାଧାକାନ୍ତ ମହାନ୍ତି