ଏଥର ପଶୁ ଚମଡ଼ା ନୁହଁ କୃଷି ବର୍ଜ୍ୟବସ୍ତୁରୁ ତିଆରି ହେବ ଲେଦର୍ । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଅଧିରାଜ ଏବଂ ବିବେକଙ୍କ ଷ୍ଟାର୍ଟଅପ୍ । ରିପୋର୍ଟ- ଭବାନୀ ଶଙ୍କର ଦାସ