ଅନୁଗୋଳ ଜିଲ୍ଲା ଵଅଁରପାଳ ବ୍ଲକ ରାଉତାଳ ଗାଁର ପ୍ରାୟ ଦେଢଶହରୁ ଊର୍ଦ୍ଧ୍ବ ପୁରୁଷ ମହିଳା ପ୍ରତିଦିନ ଶ୍ରମଦାନ କରି ପୋଖରୀ ପୁନଃରୁଦ୍ଧାର କରିଛନ୍ତି । ଅନ୍ୟପାଇଁ ଉଦାହରଣ । ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ