Surprise Me!

ଓଡିଶାର ନୂଆ ଟାର୍ଗେଟ୍- ପାୱାର ପ୍ରଡ୍ୟୁସରରୁ ପାୱାର ଇକ୍ୱିପମେଣ୍ଟ ହବ୍

2026-08-06 0 Dailymotion

ପୂର୍ବ ଭାରତର Power Ecosystem Hub’ ରେ ପରିଣତ ହେବ ଓଡିଶା । ୧୦ ଲକ୍ଷ କୋଟିର ଶିଳ୍ପ ନିବେଶକୁ ଶକ୍ତି ଦେବାକୁ ନୂଆ ରଣନୀତି ପ୍ରସ୍ତୁତ ।
ରିପୋର୍ଟ-ସଞ୍ଜୀବ କୁମାର ରାୟ