ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କରେ ୬୪.୪୨ ଲକ୍ଷ ଟଙ୍କାର ହେରଫେର ହୋଇଥିଲା । ବହଳଦା ଶାଖାର ୨ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ରିପୋର୍ଟ: ସଞ୍ଜୟ ପରିଡା