୨୪ ଘଣ୍ଟା ମଧ୍ୟରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ସମସ୍ତେ ଏମ୍. ରାମପୁରର ଲୋକ ଅଟନ୍ତି। ରିପୋର୍ଟ-ଅଜିତ କୁମାର ସିଂହ