Surprise Me!

ନନ୍ଦନକାନନକୁ ଆସିବେ ବିଦେଶୀ ଅତିଥୀ; ଅଷ୍ଟ୍ରେଲିଆନ୍ ଲାଲ କଙ୍ଗାରୁ ଓ ଆଫ୍ରିକୀୟ ଚିତା ଦେଖିବେ ପର୍ଯ୍ୟଟକ

2026-08-09 3 Dailymotion

ବିଦେଶୀ ଅତିଥିଙ୍କୁ ସ୍ବାଗତ ପାଇଁ ସଜେଇ ହେଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଖୁବଶୀଘ୍ର ଆସୁଛନ୍ତି ଅଷ୍ଟ୍ରେଲିଆନ୍ ଲାଲ କଙ୍ଗାରୁ, ଆଫ୍ରିକୀୟ ଚିତା ଏବଂ ଜେବ୍ରା । ରିପୋର୍ଟ- ବିକାଶ କୁମାର ଦାସ