Surprise Me!

Gen-Zଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଡେରିରେ ଚେତା ପଶିଲା କହିଲା କଂଗ୍ରେସ

2026-08-09 0 Dailymotion

Gen Zଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ ଯୁବଶକ୍ତି ହିଁ ବିକଶିତ ଭାରତର ନେତୃତ୍ୱ ନେବ । କଂଗ୍ରେସର ପ୍ରତିକ୍ରିୟାରେ ତେଜିଲା ରାଜନୀତି । ରିପୋର୍ଟ- ସଞ୍ଜୀବ ରାୟ