ପାଠ୍ୟପୁସ୍ତକ ତ୍ରୁଟି ଏବଂ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ଦୁଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ । ରିପୋର୍ଟ- ସଞ୍ଜୀବ ରାୟ