Surprise Me!

୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ସ୍ପେଶାଲ କ୍ରାଇମ ୟୁନିଟ୍ ପଞ୍ଝାରେ ବଙ୍ଗୀୟ ଯୁବକ

2026-08-10 0 Dailymotion

ଅଭିଯୁକ୍ତ ଜାକିରୁଲକୁ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଆଜି (ସୋମବାର) କୋର୍ଟ ଚାଲାଣ କରଯାଇଥିଲା । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରିପୋର୍ଟ-ସତ୍ୟଜିତ ରାଉତ