ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର କବାଟ ଭାଙ୍ଗି ନଗଦ ଟଙ୍କା, ସୁନା, ରୂପା ଅଳଙ୍କାର ସମେତ ଏକ ଲାପଟପ୍ ଚୋରି କରିଥିବା ଅଭିଯୋଗ ହୋଇଛି । ରିପୋର୍ଟ- ଅଜିତ ସିଂ